ବଡ଼ଚଣା ବ୍ଳକ ନୂତନ କଂଗ୍ରେସ ସଭାପତି ସୁରେଶ ସାହାଣୀ।

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ତା-୦୮-୦୩-୨୦୨୪ ଓଡିଶା ପ୍ରଦେଶ କଂଗ୍ରେସ କମିଟି (OPCC)ଯାଜପୁର ଜିଲ୍ଲା ବଡଚଣା ବ୍ଳକରେ ଶ୍ରୀଯୁକ୍ତ ସୁରେଶ କୁମାର ସାହାଣୀଙ୍କୁ ନୂତନ ଭାବେ ସଭାପତି ନିଯୁକ୍ତ କରିଥିବା ନେଇ ଚିଠି ଜାରି କରିଛି। ଆଗକୁ ସଂଗଠନ ସୁଦୃଢ କରିବା ସହ,ଦଳର ବରିଷ୍ଠ, ନେତୃବୃନ୍ଦ,ଯୁବଛାତ୍ର,ମହିଳା ଓ ମାଇନର କମ୍ୟୁନିଟିର ସମସ୍ତଙ୍କୁ ନେଇ ସକ୍ରିୟ ରହିବି ଏବଂ ଦଳ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ଶତପ୍ରତିଶତ ନିର୍ବାହ କରିବି ବୋଲି ନବ ନିଯୁକ୍ତ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା … Continue reading ବଡ଼ଚଣା ବ୍ଳକ ନୂତନ କଂଗ୍ରେସ ସଭାପତି ସୁରେଶ ସାହାଣୀ।